ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁଜଗନ୍ନାଥ ମନ୍ଦିର ଠାରେ ଓଡ଼ିଆ ପକ୍ଷ ପାଳନ

ନୟାଗଡ଼ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଆଜି ସକାଳ 6ଘଟିକା ସମୟ ରେ ଜଗନ୍ନାଥ ମନ୍ଦିରଠାରେ ଓଡ଼ିଆ ପକ୍ଷ ପାଳନ କରା ଯାଇଛି, ଏହି ଅବସର ରେ ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣଦେବସମାଦାର, ପୌରଧ୍ୟକ୍ଷା ନିରୁପମା ଖଟେଇ, ଯୋଗ ଦାନ କରିଥିଲେ, ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ସାହୁ, ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା

You might also like