Skip to content

ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ପରିସରରେଅନ୍ତର୍ଜାତୀୟ ମହିଳା ଦିବସ ଓ ପଦ ଯାତ୍ରା ଉଦଘାଟିତ

ଦିନ 10ଟା ସମୟ ରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହିଳା ଦିବସ ଓ ପଦ ଯାତ୍ରା ଉଦଘାଟିତ ହୋଇଛି, ଏହି ଅବସରରେ ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ ଯୋଗ ଦେଇ ମହିଳା ଦିବସ ଓ ପଦ ଯାତ୍ରା କୁ ଉଦଘାଟନ କରିଛନ୍ତି, ସୂଚନା ଅନୁସାରେ ମହିଳା ଙ୍କୁ ସଂମ୍ମାନ ଦେବା ପାଇଁ ଜାତିସଙ୍ଘ ଘୋଷଣା କ୍ରମେ 1977ମସିହା ରୁ ପ୍ରତିବର୍ଷ ମାର୍ଚ୍ଚ 8ତାରିଖ କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି,

ମାର୍ଚ୍ଚ 8ତାରିଖ ରେ ଜାଗର ଅମାବାସ୍ୟା ପଡି ସେହିଦିନ ଟି ଛୁଟି ଦିନ ହୋଇ ଥିବାରୁ ଆଜି ଜିଲାପାଳଙ୍କକାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଓ ପଦ ଯାତ୍ରା ଅନୁଷ୍ଠିତ ହୋଇଛି, ଏହି ଅବସରରେ ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚନା କହଁର, ଓ ପୋଗ୍ରାମ ଅଫିସର ଲତା ଦିଗଲ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଯୋଶ୍ନାମୟୀ ପଣ୍ଡା ଙ୍କ ସହ ଅନେକ ମହିଳା ଯୋଗ ଦେଇ ଥିଲେ

Ad 1