ଡିଏଲଏସଏ ସଚିବ ପୀଡିତା ଙ୍କୁ ସେବା ଅନୁଷ୍ଠାନ ରେ କଲେ ଥଇଥାନ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ବେଙ୍ଗେଇ ସାହିର ସଲି ପ୍ରଧାନ ଓ 4ବର୍ଷ ପୁଅକୁ ଆଜି 3ଘଟିକା ସମୟ ରେ କୋଟ ପରିସର ରୁ ନେଇ ସେବା ଅନୁଷ୍ଠାନ ରେ ଜିଲ୍ଲା ଆଇନ ସେବା ପ୍ରlଧିକରଣ ସଚିବ ଅଞ୍ଜଳିମଛଖଣ୍ଡ ଙ୍କ ନିର୍ଦେଶ କ୍ରମେ ତଥା ବରିଷ୍ଠ ଆଇନଜୀବୀ ରମେଶଚନ୍ଦ୍ର ମହାରଣା ଙ୍କ ତତ୍ତ୍ୱବଧାନ ରେ ଥଇଥାନ କରାଯାଇ ଛି, ସୂଚନା ଅନୁଯାୟୀ କୁରାଳ ବେଙ୍ଗେଇ ସାହିର ସଲି ପ୍ରଧାନ, ଓ ତାଙ୍କ 4ବର୍ଷ ପୁଅ ସ୍ୱାମୀ ଯୋଗେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ଦ୍ୱାରସ୍ତ ହୋଇଥିଲେ,ତୁରନ୍ତ ତାଙ୍କୁଆଇନ ଅନୁଯାୟୀ ଅନୁସନ୍ଧାନ କରାଯାଇ ଥଇଥାନ କରାଯାଇଥିଲା,,

ଏଥିରେ ଅଧିକାର ମିତ୍ର ଲିପ୍ସାଦାସ, ଜୀନୁ ସାହୁ, ସୋନାଲିକା ପଟ୍ଟନାୟକ, କୃପାସିନ୍ଧୁ ରାଉତ, ଓ ସୂର୍ଯ୍ୟ ପ୍ରକାଶ ପଣ୍ଡା ଟାଉନ ଥାନା ପୋଲିସ ସାମିଲ ଥିଲେ,ଏହି କାର୍ୟନୁଷ୍ଠାନ କୁ ନେଇ ପୋଲିସ ତତକ୍ଷଣାତ ସହ ଯୋଗ କରିଥିବାରୁ ସଚିବ ଅଞ୍ଜଳି ମଛଖଣ୍ଡ ଟାଉନ ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଙ୍କୁ ଧନ୍ୟବାଦ ଜଣାଇଥିବା ସୂଚନା ମିଳିଛି

You might also like