ଦିବାକର ତ୍ରିପାଠୀ ଙ୍କ ଖୋର୍ଦ୍ଧା ନିକଟପିତାପଲ୍ଲୀ ଛକ ରେ ଏକ ସଡ଼କ ଦୁର୍ଘଟଣା ରେ ଅକାଳ ବିୟୋଗ ଘଟିଛି

ନୟାଗଡ଼ ସହର ର ସରକାରୀ ବଜେନ୍ଦ୍ର ହାଇସ୍କୁଲ ର କାର୍ଯ୍ୟରତ କିରାଣୀ ତଥା କ୍ଲର୍କ ଦିବାକର ତ୍ରିପାଠୀ ଙ୍କ ଖୋର୍ଦ୍ଧା ନିକଟପିତାପଲ୍ଲୀ ଛକ ରେ ଏକ ସଡ଼କ ଦୁର୍ଘଟଣା ରେ ଅକାଳ ବିୟୋଗ ଘଟିଛି,,ନୟାଗଡ଼ ଟୁଡ଼େ ପରିବାର ତଥା ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ତରଫରୁ ଅମୃତ ଅମ୍ଲାନ ଆତ୍ମା ର ସଦଗତି କାମନା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

You might also like