ନନା ବୋଉ ଙ୍କ ସ୍ମୁତି ଉଦେଶ୍ୟ ରେ ମା ଦକ୍ଷିଣ କାଳୀ ମନ୍ଦିର କୁ ଏକ ଲକ୍ଷ ଟଙ୍କା ଦାନ

ନୟାଗଡ଼ ପାର୍କ ଲେନ ସ୍ଥିତ ବରିଷ୍ଠ ନାଗରିକ ରମା କାନ୍ତ ମିଶ୍ର ତାଙ୍କ ନନା ସ୍ୱର୍ଗତ ବନମାଳି ମିଶ୍ର ଓ ତାଙ୍କ ବୋଉ ଙ୍କ ସ୍ମୁତି ରକ୍ଷା ପାଇଁ ମା ଦକ୍ଷିଣ କାଳୀ ମନ୍ଦିର କୁ ଏକ ଲକ୍ଷ ନଗଦ ଟଙ୍କା ପରିଚାଳନା କମିଟି ର ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କୁ ଅର୍ପଣ କରିଛନ୍ତି, ମନ୍ଦିର ପରିସର ରେ ଉପସଭାପତି ଲକ୍ଷ୍ମୀଧର ମହାପାତ୍ର, ସାମ୍ବାଦିକ ବଦ୍ୟ ଭୁଷଣ ମହାପାତ୍ର, ସୁବାସ ଚନ୍ଦ୍ର ମହାପାତ୍ର, ଗଗନ ବିହାରୀ ମିଶ୍ର, ଯାମିନୀ କାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

You might also like