ନବଗଠିତ ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିୟନସ୍ ସମନ୍ବୟ କମିଟି ର ନୂଆ ଜିଲ୍ଲାପାଳଙ୍କୁ ଶୁଭେଛ୍ଛା

ନୟାଗଡ଼ ଜିଲ୍ଲା ରେ ଯୋଗ ଦାନ କରିଛନ୍ତି ନୂତନ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସେ ପୂର୍ବ ରୁ ସମ୍ଭଲପୁର ର ଜିଲାପାଳ ଭାବେ କାର୍ଯ୍ୟରତ ଥିଲେ, ରାଜ୍ୟ ସରକାର ତାଙ୍କୁ ନୟାଗଡ଼ ଜିଲାପାଳ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି,

ପୃର୍ବ ରୁ କାର୍ଯ୍ୟ ରତ ଜିଲାପାଳ ସ୍ୱଧାଦେବ ସିଂ ରାଜ୍ୟ ସରକାରଙ୍କ ପଞ୍ଚାୟତ୍ତି ରାଜ ଓ ଜଳ ଵିଭାଗ ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି, ଜିଲ୍ଲା ପାଳ ଯୋଗ ଦେବା ପରେ ବିଭିର୍ନ ମହଲ ରୁ ସ୍ୱାଗତ କରାଯାଇଛି, ତତ ସହିତ ନବ ଗଠିତ ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଜିଲ୍ଲା ପାଳଙ୍କକାର୍ଯ୍ୟାଳୟ ରେ ସ୍ୱାଗତ କରିବା ସହିତ ଶୁଭେସ୍ଛା ଜଣାଇଛନ୍ତି

You might also like