Skip to content

ନବଘନପୁର ଗ୍ରାମପଞ୍ଚାୟତର ନବଘନପୁର ଗାଁ ରେ ସାମ୍ବାଦିକ ସୁରକ୍ଷା ଆଇନର ଅନ୍ତଭୁକ୍ତ SHG.ସଭ୍ୟା ମାନଙ୍କ

ନବଘନପୁର ଗ୍ରାମପଞ୍ଚାୟତର ନବଘନପୁର ଗାଁ ରେ ସାମ୍ବାଦିକ ସୁରକ୍ଷା ଆଇନର ଅନ୍ତଭୁକ୍ତ SHG.ସଭ୍ୟା ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂପାଦିକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇ ଅଣ ସଂରକ୍ଷିତ ପରିଚୟ ପଶ୍ର ଶ୍ରମିକ ଭାଗରୁ ପାଇଲା ପରେ ମୃତ୍ୟୁ ସହାୟକ ସହ ଦୁର୍ଘଟଣା ଜନିତ ସହାୟତ କରି ପାଇ ପାରିବେ ରାଜ୍ୟ ସରକାରଙ୍କ ଘୋଷାଣାକୁ ଆଲୋଚନାରେ ବକ୍ତବ୍ୟ ମାଧ୍ୟମରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ବୈଠକରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ମହିଳା ମାନଙ୍କୁ ଏହି ଯୋଜନାରେ ସଂପୃକ୍ତ ଯୋଗୁଁ ମାଁ ମାନେ ଖୁଷି ବ୍ୟକ୍ତ କରିଥିଲେ ।

Ad 1