ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଉପ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ

ନୟାଗଡ଼ ଜିଲ୍ଲାର ଚାଷୀଅକ୍ଷୟ କୁମାର ଅନଶନକୁ ସମର୍ଥନ ଜଣାଇ ଓ ସରକାର ଅକ୍ଷୟ କୁମାରଙ୍କ ସାଥିରେ ଶୀଘ୍ର ଆଲୋଚନା କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପାଳଙ୍କୁ ଏକ ପତ୍ର ଦେଇଛନ୍ତି ଜିଲ୍ଲାପାଳ ଉପସ୍ଥିତ ନଥିବା ହେତୁ ଉପ ଜିଲ୍ଲାପାଳ ଶ୍ରୀ କର୍ଣଦେବ ସମାଦ୍ଧାରଙ୍କୁଆଜି 12ଘଟିକା ସମୟ ରେ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ଠାରେ ନୟାଗଡର ଚାଷୀ ଓ ସଂଗଠନ ର ବରିଷ୍ଠ ଚାଷୀ ଭାଗବତ ପରିଡ଼ା ଙ୍କ ହାତରେ ଦାବି ପତ୍ର ଟିକୁ ପ୍ରଦାନ କରାଯାଇଛି,

ଏହି ଦାବି ପତ୍ରପ୍ରଦାନ ସମୟରେ ଜିଲ୍ଲା ସଂଯୋଜକ ପ୍ରସର୍ଣ୍ଣ ପ୍ରଧାନ ଜିଲ୍ଲା ସଭାପତି ରଣଜିତ ଦଳବେହେରା‍ ବାମଦେବ ମନ୍ଥନ ସୁକାନ୍ତ ସାହୁ ପ୍ରଫୁଲ୍ଲ କୁମାର ପଣ୍ଡା କେଳା ବର ଜଗନ୍ନାଥ ବାରଡ ଗଙ୍ଗାଧର ପ୍ରଧାନ ଶିଶିର କୁମାର ଭଞ୍ଜ ଦୁର୍ଯୋଧନ ପାଳ ବୈକୁଣ୍ଠ ସାହୁ ଛାଟିଆ ଵେହେରା ହଳଧର ଜେନା ରଵିନ୍ଦ୍ର ବରାଡ ପ୍ରମୁଖ ଉପସ୍ଥିତ ଥିଲେ

You might also like