ନରସିଂହ ପୁର ପୂର୍ବ ବନ ବିଭାଗ ପକ୍ଷରୁ ଚଢ଼ାଉ, 3କେଜି କୋଟରା ମାଂସ ମାଳିସାହି ରୁ ଜବତ

ନରସିଂହ ପୁର ପୂର୍ବ ବନ ବିଭାଗ ପକ୍ଷରୁ ଚଢ଼ାଉ, 3କେଜି କୋଟରା ମାଂସ ମାଳିସାହି ରୁ ଜବତ ବାଇକ ସହ ଜଣେ ଗିରଫ ସୂଚନାଅନୁସାରେ ଆଜି ସକାଳ 6ଘଟିକା ସମୟ ରେ ନରସିଂହପୁର ପୂର୍ବ ବନ ବିଭାଗ,ଗଣିଆ ସ୍ଥିତ ଛାମୁଣ୍ଡିଆ ମାଳିସାହି ରେ ଚଢ଼ାଉ କରି 3କେଜି କୋଟରା ମାଂସ ଜବତ କରିବା ସହିତ ବାଇକ ଜବତ କରିଛି,

ତତ ସହିତ ମାଳିସାହିର ମହେନ୍ଦ୍ର ନାୟକ କୁ ଗିରଫ କରିଛି,ଗିରଫ କରିବା ବନ ବିଭାଗ ସୂଚନା ଦେଇଛି।

You might also like