Skip to content

ନିଖିଳ ଉତ୍କଳ ଗୌଡିୟ ତନ୍ତ ବାୟ ସମାଜ ର ବାର୍ଷିକ ଉତ୍ସବ, ଯୋଗ ଦେଲେ ବିଧାୟକ

ନୟାଗଡ଼ ବ୍ଳକ ଅନ୍ତର୍ଗତ ଚମ୍ପତି ପୁର ଗ୍ରାମ ରେ ନିଖିଳଉତ୍କଳୀୟ ଗୌଡିୟ ତନ୍ତ ବାୟ ସମାଜ ର ବାର୍ଷିକ ଉତ୍ସବ ପାଳିତ ହୋଇଛି, ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେଇ ଥିବା ବେଳେ ନୟାଗଡ଼ ରାଜ୍ୟ ର ନିଖିଳ ଉତ୍କଳୀୟ ଗୌଡିୟ ତନ୍ତ ବାୟ ସମ୍ପ୍ରଦାୟର ସମସ୍ତ ବ୍ୟକ୍ତି ଯୋଗ ଦେଇ ଥିଲେ, ବାର୍ଷିକ ସାଧାରଣ ସଭାରେ ତନ୍ତ ବାୟ ସମାଜ ର ବିଭିର୍ନ ପ୍ରସଙ୍ଗ କୁ ନେଇ ଆଲୋଚନା କରା ଯାଇଥିଲା,

ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ ସାହୁ ରାଜ୍ୟ ସରକାର ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ସମସ୍ତ ସମ୍ପ୍ରଦାୟର ଲୋକ ମାନଙ୍କୁ ସେବା ଯୋଗାଉ ଛନ୍ତି, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଚାହାଁନ୍ତି ସବୁ ସମ୍ପ୍ରଦାୟର ଲୋକ ମାନେ କିପରି ବିକଶିତ ହେବେ ସେଥିପାଇଁ ସଦା ଉଦ୍ୟମ ଜାରୀ ରଖିଛନ୍ତି, ବୋଲି ବିଧାୟକ ଡ଼ଃ ସାହୁ ପ୍ରକାଶ କରିଥିଲେ

Ad 1