ନୟାଗଡ଼ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ଯୋଗ ଦେଇଅଛନ୍ତି ହିନ୍ଦୀ ଶିକ୍ଷକ ଆଂକେଶ କୁମାର ସାହୁ. ଦୀର୍ଘ ବର୍ଷ ଧରି ଦ ହିନ୍ଦୀ ଶିକ୍ଷକ ଯୋଗଦେଇ ନଥିଲେ ଯଦ୍ୱାରା ସ୍ଥାନତି ଖାଲିରହିଥିଲା.ବର୍ତ୍ତମାନ ଏହି ସ୍ଥାନତି ପୂର୍ଣ୍ଣ ହୋଇଛି. ହିନ୍ଦୀ ଶିକ୍ଷକ ଯୋଗଦେଇଅଛନ୍ତି. ଯଦ୍ୱାରା ଛାତ୍ର ଛାତ୍ରୀ ଅଭିଭାବକ ମହଲରେ ଖୁସିଫେରି ଆସିଛି.
