ନୟାଗଡ଼ ପୌରାଞ୍ଚଳ 8ନଂ ୱାର୍ଡ଼ ରେ ଶୁଭ ଭିତି ପ୍ରସ୍ତର ସ୍ଥାପନ କରି ଶୁଭାରମ୍ଭ କରିଛନ୍ତି ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ହାଉସିଂ ବୋଡ଼ ବିକଶିତ ହେବାକୁ ଯାଉଛି, ମୁଖ୍ୟମନ୍ତ୍ରି ନବୀନ ପଟ୍ଟନାୟକ ନୟାଗଡ଼ ତଥା ନୟାଗଡ଼ ବାସୀଙ୍କ ପାଇଁ ଟଙ୍କାର ଅନୁଦାନ ଖୋଲିଛନ୍ତି, ସବୁଆଡେ ବିକାଶ ଧାରା ଜାରୀ ରହିଥିବା ବେଳେ,

ନୟାଗଡ଼ ହାଉସିଂ ବୋଡ଼ ରେ ଥିବା ଖେଳ ପଡିଆ ପାଇଁ ମୁଖ୍ୟମନ୍ତ୍ରୀ 10ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି, ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଶୁଭ ଭିତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଖୁବ କମ ସମୟ ରେ କାମସାରିବା ପାଇଁ ପରାମର୍ଶ ଦେଇ ଛନ୍ତି, ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ କାଉନସିଲର, କିସାନ କୁମାରଦାସ, ପୌରାଞ୍ଚଳ ଉପାଧକ୍ଷ ଗୁରୁପ୍ରସାଦ ଜେନା, ଓ ସମସ୍ତ କାଉନସିଲରଯୋଗ ଦେଇଥିଲେ