ନୂତନ ଆରକ୍ଷୀଅଧିକ୍ଷକ ଭାବେ ଏସ ସୁଶ୍ରୀ ଙ୍କ କାର୍ଯ୍ୟ ରେ ଯୋଗ ଦାନ

ଆଇପିଏସ ସ୍ତର ରେ ଅଦଳ ବଦଳ ହୋଇଥିବା ବେଳେ ନୟାଗଡ଼ଜିଲା ରେ ଥିବା କାର୍ଯ୍ୟ ରତ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ଅନୁଗୁଳ ବଦଳି ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରେ କାର୍ଯ୍ୟରତ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଙ୍କ ନୟାଗଡ଼ କୁ ବଦଳି ହୋଇଥିଲା,ରାହୁଲ ଜୈନ ରିଲିଭ ହୋଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା ଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ,ଆଜି 10ଘଟିକା ସମୟ ରେ ନୂତନ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି,ଏହି ଅବସର ରେ ନୂତନ ଏସ୍ପି ଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା, ସନାତନ କାଲୋ, ଏସଡିପିଓ, ଡ଼ିଏସ୍ପିସମସ୍ତ ଥାନା ର ଇନ୍ସପେକ୍ଟର, ସବଇନ୍ସପେକ୍ଟର, ପ୍ରମୁଖ ଉପସ୍ଥିତ ରହି ନୂତନ ଏସ୍ପି ଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ, ସମସ୍ତଙ୍କ ସହ ଏସ ସୁଶ୍ରୀ କରମର୍ଦନ କରି ପରିଚୟ ନେଇଥିଲେ

You might also like