ନୂତନ ପାଞ୍ଜି ବଣ୍ଟନ କାର୍ଯ୍ୟକ୍ରମ

ଆଜି ତା୨୫.୦୩.୨୦୨୪ ରିଖ ସୋମବାର ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶାକଦ୍ଵୀପ ବୈଦିକ ବ୍ରାହ୍ମଣ ପରିଷଦ ନୟାଗଡ଼ ତରଫରୁ ସୋମବାର ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶାକଦ୍ଵୀପ ବୈଦିକ ବ୍ରାହ୍ମଣ ପରିଷଦ ନୟାଗଡ଼ ତରଫରୁ ଅସଲି ଖଡିରତ୍ନ ପଞ୍ଜିକା ପୂଜା କରାଯାଇ ଜିଲ୍ଲାର ଯାଗ୍ନିକ ପୁରୋହିତ ମାନଙ୍କୁ ନୂତନ ପଞ୍ଜିକା ପ୍ରଦାନ କରାଗଲା । ପୁରୋହିତ ମାନଙ୍କ ଦ୍ଵାରା ବେଦ ପାଠ କରାଯାଇ ନୟାଗଡ଼ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପ୍ରଭାକର ମିଶ୍ର ,କମଳା କାନ୍ତ ରଥ,ଶାନ୍ତନୁ ଦାଶ,ଘନଶ୍ୟାମ ମିଶ୍ର, ଫକୀର ମିଶ୍ର, ଗଗନ ବିହାରୀ ମିଶ୍ର,ବସନ୍ତ ରଥ, ପ୍ରକାଶ ଚନ୍ଦ୍ର ମିଶ୍ର, କୁଳମଣି ପଣ୍ଡା (ବଡ଼ପଣ୍ଡା) ବସନ୍ତ ରଥ (ବାବୁଲି),ନିରଞ୍ଜନ ଦୈବଜ୍ଞ ଓ ଉପେନ୍ଦ୍ର ନାଥ ମହାପାତ୍ରଙ୍କୁ ନୟାଗଡ଼ ତ୍ରିନାଥ ଛକ ନିକଟସ୍ଥ ଶ୍ରୀରାମ ମନ୍ଦିର ପରିସରରେ ପଞ୍ଜିକା ପ୍ରଦାନ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ପଣ୍ଡିତ ତ୍ରିନାଥ ନାୟକ, ସଦସ୍ୟ ସନ୍ତୋଷ ରାୟ, ରବୀନ୍ଦ୍ର ନାଥ ନାୟକ ପ୍ରଫୁଲ୍ଲ କୁମାର ନାୟକ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଓ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ। ଖଡିରତ୍ନ ପଞ୍ଜିକା ପୂଜା କରାଯାଇ ଜିଲ୍ଲାର ଯାଗ୍ନିକ ପୁରୋହିତ ମାନଙ୍କୁ ନୂତନ ପଞ୍ଜିକା ପ୍ରଦାନ କରାଗଲା । ପୁରୋହିତ ମାନଙ୍କ ଦ୍ଵାରା ବେଦ ପାଠ କରାଯାଇ ନୟାଗଡ଼ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପ୍ରଭାକର ମିଶ୍ର ,କମଳା କାନ୍ତ ରଥ,ଶାନ୍ତନୁ ଦାଶ,ଘନଶ୍ୟାମ ମିଶ୍ର, ଫକୀର ମିଶ୍ର, ଗଗନ ବିହାରୀ ମିଶ୍ର,ବସନ୍ତ ରଥ, ପ୍ରକାଶ ଚନ୍ଦ୍ର ମିଶ୍ର, କୁଳମଣି ପଣ୍ଡା (ବଡ଼ପଣ୍ଡା) ବସନ୍ତ ରଥ (ବାବୁଲି),ନିରଞ୍ଜନ ଦୈବଜ୍ଞ ଓ ଉପେନ୍ଦ୍ର ନାଥ ମହାପାତ୍ରଙ୍କୁ ନୟାଗଡ଼ ତ୍ରିନାଥ ଛକ ନିକଟସ୍ଥ ଶ୍ରୀରାମ ମନ୍ଦିର ପରିସରରେ ପଞ୍ଜିକା ପ୍ରଦାନ କରାଗଲା।

ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ପଣ୍ଡିତ ତ୍ରିନାଥ ନାୟକ, ସଦସ୍ୟ ସନ୍ତୋଷ ରାୟ, ରବୀନ୍ଦ୍ର ନାଥ ନାୟକ ପ୍ରଫୁଲ୍ଲ କୁମାର ନାୟକ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଓ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ।

You might also like