ନୟାଗଡ଼ ଉପଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ କାର ଦୁର୍ଘଟଣା ଗ୍ରସ୍ତ

l ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଓଲଟି ପଡିଲା କାର l ଖୋର୍ଦ୍ଧା ଜିଲ୍ଲା କାପାସିଆ ଠାରେ ଘଟିଛି ଏହି ଘଟଣା l ତେବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସାମାନ୍ୟ ଆହତ ହୋଇଛନ୍ତି l ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଉପ ଜିଲ୍ଲାପାଳ l କାର ର ବେଗ ସାଧାରଣ ଥିବା ବେଳେ ହଠାତ ଭାରସାମ୍ୟ ହରାଇଥିଲା କାର l

ତେବେ କାର ରେ ରହିଥିଲେ ଉପଜିଲ୍ଲାପାଳ l ଗାଡିଟି ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି l ତେବେ ଉପଜିଲ୍ଲାପାଳ ଶ୍ରୀ ରାୟ ଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆ ଯାଉଥିବା ସୂଚନା ମିଳିଛି l

You might also like