Skip to content

ନୟାଗଡ଼ ଏନଏସିର ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ହୃଦଘାତରେ ପରଲୋକ

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ଦାସ ଙ୍କ ର ଆଜି ସକାଳ 9ଘଟିକା ରେ 75ବର୍ଷ ବୟସ ରେ ହୃଦଘାତ ଜନିତ ମୃତ୍ୟୁ ହୋଇଛି, ଜିଲ୍ଲା ସଙ୍ଘ ଅତ୍ୟନ୍ତ ମର୍ମାହତ ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରୁଛି, ପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମା ର ସଦଗତି ସହିତ ଶୋକ ସନ୍ତପ୍ତପରିବାରଙ୍କୁ ସହାୟହୁଅନ୍ତୁ, ଏତିକି ପ୍ରାର୍ଥନା ପ୍ରମୋଦ ପଟ୍ଟନାୟକ ( ସଭାପତି)

Ad 1