Skip to content

ନୟାଗଡ଼ କ୍ରିକେଟ ଏକାଡେମୀ କୁ ଉଦଘାଟନ କଲେ ମୁଖ୍ୟ ମନ୍ତ୍ରୀ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଭିତିଭୁମି ରସମୁହ ଉଦଘାଟନ କରିଛନ୍ତି,ଅଭାସି ମାଧ୍ୟମ ରେ 41ଟି କ୍ରିକେଟ ଏକାଡେମୀ କୁ ମୁଖ୍ୟ ମନ୍ତ୍ରୀ ଉଦଘାଟନ କରିଛନ୍ତି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ରେ ନୟାଗଡ଼ କ୍ରିକେଟ ଏକାଡେମୀ ଉଦଘାଟନ ହୋଇଛି,

ଖେଳ ର ବିକାଶ ପାଇଁ ମୁଖ୍ୟ ମନ୍ତ୍ରୀ ବିଭିର୍ନ କାର୍ଯ୍ୟକ୍ରମ ହାତକୁ ନେଇ ଛନ୍ତି, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ପୌରଧକ୍ଷା ନିରୁପମା ଖଟେଇ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧକ୍ଷ ଅଶ୍ୱିନୀ ନାୟକ, ନୟାଗଡ଼ କ୍ରିକେଟ ଆସୋସିଏସନ ର ସଭାପତି ଅରବିନ୍ଦ ଛୋଟରାୟ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ,,

ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ରାମକୃଷ୍ଣ ରଥ, ସୂର୍ଯ୍ୟମଣି ପ୍ରଧାନ, ଓ ଆଶୁତୋଷ ମିଶ୍ର, ପ୍ରମୁଖ ଉପସ୍ଥିତ ରହିଥିଲେ, କଲେଜ ପଡିଆ ରେବହୂସଂଖ୍ୟକ ଖେଳ ପ୍ରେମୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ

Ad 1