Skip to content

ନୟାଗଡ଼ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରି ପରିବାରକୁ ଝୋଟ ନିର୍ମିତ ବଣ୍ଟନ

ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବେଶସୁରକ୍ଷା ସହ ସବୁଜ ଓଡିଶା ଗଠନ ନିମନ୍ତେ ସର୍ବସାଧାରଣ ରେ ପ୍ଲାଷ୍ଟିକର ବ୍ୟବହାର ହ୍ର୍ରାସ କରାଯିବା ଜରୁରୀ ମନେ କରି ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଦୁଇଟି ଲେଖାଏଁ ଝୋଟନିର୍ମିତ ବ୍ୟାଗ ପ୍ରଦାନ ଶୁଭାରମ୍ଭ କରିଛନ୍ତି, ଜିଲ୍ଲା ରନୟାଗଡ଼ ବ୍ଳକ ଅନ୍ତର୍ଗତ ଭାଟ ସାହି ପଂଚାୟତ ରେ ଖାଦ୍ୟସୁରକ୍ଷା ହିତାଧିକାରୀ ପରିବାରକୁ ଦୁଇଟି ଲେଖାଏଁ ଝୋଟ ତିଆରି ବ୍ୟାଗ ବିତରଣ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଶୁଭଆରମ୍ଭ କରିଛନ୍ତି,

ଏହି କାର୍ଯ୍ୟ କ୍ରମ ରେ ଅତି ରିକ୍ତ ଜିଲ୍ଲା ପାଳ ଦିଲ୍ଲୀପ କୁମାର ବଳ ନୟାଗଡ଼ ପଞ୍ଚାୟତ ସମିତି ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଖିରୋଦ ମହାପାତ୍ର, ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ, ସମିତି ସଭ୍ୟା ସବିତା ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ପଦ୍ମ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ, ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1