ନୟାଗଡ଼ ଜିଲ୍ଲାର ଗାଁ ସାଥି (ମେଟ) ମିଳିତ କ୍ରିୟାନୁଷ୍ଠାନ କମିଟିପକ୍ଷରୁମା ଭୈରବୀଙ୍କ ପୀଠ ରେ ବୈଠକ ଅନୁଷ୍ଠିତ

ପ୍ରତାପପ୍ରସାଦସ୍ଥିତ ମା ଭୈରବୀଙ୍କ ପୀଠ ଠାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ପାଢୀଙ୍କ ଆହ୍ୱାନ କ୍ରମେସକାଳ 11ଘଟିକା ସମୟ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ୮ଟି ବ୍ଲକର ବ୍ଲଥ କମିଟ ଓ ଗାଁ ସାଥି (ମେଟ) ୫୦୦ ଶହ ରୁ ଉର୍ଦ୍ଧ୍ଵ ଗାଁ ସାଥି ଉପସ୍ଥିତ ହୋଇଥିଲେ । ଏହି ବୈଠକରେ ନିମ୍ନଲିଖିତ ଗାଁ ସାଥି (ମେଟ) ମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ସମସ୍ୟା ସରକାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ବିକ୍ଷୋର ଓ ବିରୋଧ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା ।

You might also like