ନୟାଗଡ଼ ଜିଲ୍ଲା ଉତ୍କଳସାମ୍ବାଦିକ ସଙ୍ଘ ପକ୍ଷରୁ 5ଦଫା ଦାବି ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ପରିସରରେ ଧାରଣା ଦେଇ ବସିଥିବା ବେଳେ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ସୂଚନା ଅନୁସାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅନ୍ୟ ରାଜ୍ୟ ପରି ଓଡିଶା ରେ ବୟସ୍କ ସାମ୍ବାଦିକ ଙ୍କୁ ପେନଶନ ପ୍ରଦାନ, ଅଧି ସ୍ୱୀକୃତି କମିଟି ପୁନଃ ଗଠନ, ଓ ବ୍ଳକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧି ସ୍ୱୀକୃତି ପ୍ରଦାନ, ପ୍ରବର୍ତ୍ତିତ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ପିତାମାତା ଓ 25ବର୍ଷ ରୁ ଉର୍ଦ୍ଧ ବୟସ୍କ ନିର୍ଭରଶିଳ ସନ୍ତାନ ମାନଙ୍କୁ ସାମିଲ କରିବା,
ପ୍ରେସ ଏକାଡେମୀ ଗଠନ, ସହ ଭୁବନେଶ୍ୱର ରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନଆଦି ଦାବିରେ ସାମ୍ବାଦିକ ମାନେ ଧାରଣା ରେ ବସିଛନ୍ତି,
ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲାପାଳଙ୍କୁ 5ଦଫା ଦାବିପତ୍ର ସଙ୍ଘ ପକ୍ଷରୁ ପ୍ରଦାନକରାଯାଇଛି ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀକାନ୍ତ ଖଟେଇ, ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଜାରୀ ରହିଥିବା ବେଳେ,ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ର ସମ୍ପାଦକ ବୈଦ୍ୟଭୁଷଣ ମହାପାତ୍ର,
ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ତଥା ରଜତ ପଟ୍ଟନାୟକ, ଅନିଲ କୁମାର ପଣ୍ଡା,ପ୍ରଶାନ୍ତ କୁମାର ସାହୁ,ଅଶୋକ ମହାପାତ୍ର, ରାମକୃଷ୍ଣ ରଥ,ରସାନନ୍ଦ ସ୍ୱାଇଁ, ଦେବରାଜ ନାୟକ,ନବକିଶୋର ମିଶ୍ର, ମହେଶ ମିଶ୍ର,ରବୀନ୍ଦ୍ର ଦାସ ନିହାର ରଞ୍ଜନ ପଟ୍ଟନାୟକ,ଅନୱାର ଅଲ୍ଲୀ,ଯଯାତି କେଶରୀ ମହାପାତ୍ର,ସୁମନ କୁମାରସାହୁ,ବାସୁଦେବ ମହାନ୍ତି, ଧୀରେନ୍ଦ୍ର ପଟ୍ଟନାୟକ,ପ୍ରଭାତ କୁମାର ମହାପାତ୍ର,ରବୀନ୍ଦ୍ର କୁମାର ଦାସ ଙ୍କ ସମେତ 50ରୁ ଉର୍ଦ୍ଧ ଧାରଣା ରେ ସାମିଲ ହୋଇଛନ୍ତି,