ନୟାଗଡ଼ ଜିଲ୍ଲା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ

*ନୟାଗଡ଼ ଜିଲ୍ଲା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ ଏବଂ ଟାଉନର ବିଭିନ୍ନ ବ୍ୟାଙ୍କ ଯାଞ୍ଚ କରି ବ୍ୟାଙ୍କ ପରିଦର୍ଶନ କରିବା ସହ ବ୍ୟକ୍ତିଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରୁଛି… ଟାଉନ ଥାନାର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି*

You might also like