ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁଦକ୍ଷିଣ କାଳୀ ମନ୍ଦିର ପରିସର ରେ ନୀରବ ପ୍ରାର୍ଥନା ଓ ଦୀପ ଦାନ ଅନୁଷ୍ଠିତ
ସୂଚନା ଅନୁଯାୟୀ ଆଜି 9ଘଟିକା ସମୟ ରେ ନୟାଗଡ଼ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦକ୍ଷିଣ କାଳୀ ମନ୍ଦିର ପରିସର ରେ ଦିବଙ୍ଗତ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ଏକଦଶାହଉପଲକ୍ଷେ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏବଂ ଦିବଂଗତ ଆତ୍ମା ର ସଦଗତି ନିମନ୍ତେ ମା ଦକ୍ଷିଣ କାଳୀ ମନ୍ଦିର ପରିସର ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଦାସ ଙ୍କ ନିଷ୍ପତି ଅନୁଯାୟୀ, ସୌମ୍ୟା ଶ୍ରୀ ଙ୍କ ଏକାଦଶାହଆଜି ଦିନ ରେ ଶ୍ରଦ୍ଧାଞ୍ଜଳି ଦିବସ ସହ ଏକ ମିନିଟ ନୀରବ ପ୍ରାର୍ଥନା ଓ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିF M college ର ଛାତ୍ରୀ ମୃତ ଘଟଣା ପାଇଁ ସାରା ରାଜ୍ୟ ସାରା ଦେଶ ଆଜି ମର୍ମାହତ। ହେଲେ ଦୁଃଖଦ ଘଟଣା ଏୟା କି ଆମ ଭଉଣୀ ସୌମ୍ୟାଶ୍ରୀ ନ୍ୟାୟ ମାଗି ମାଗି ଶେଷ ନିଃଶ୍ୱାସ ତ୍ୟାଗ କରିଦେଲେ ମଧ୍ୟ ଆଜି ଯାଏଁ ନ୍ୟାୟ ମିଳିପାରିଲା ନାହିଁ ।

ଯେହେ ମୃତ ସୈାମ୍ୟାଶ୍ରୀଙ୍କ ଅମରଆତ୍ମର ସଦଗତି କାମନା କରିଯିବା ସହ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଥିଲା ।