ନୟାଗଡ଼ ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ର ବୈଠକ,

22ରେ ବିଧାନ ସଭାଆଗ ରେ ଧାରଣା

ନୟାଗଡ଼ ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ର ବୈଠକ ହୋଟେଲ ତାଜ ହବ ଠାରେ ଅନୁଷ୍ଠିତ ହୋଇଛି ସରକାର ମନ ଇଚ୍ଛା ଲଷ୍ମୀ ବସ ଚଳାଚଳ କରାଉଛନ୍ତି ଏହାଦ୍ୱାରା ବସ ମାଲିକ ମାନେ କ୍ଷତି ସହୁଥିବା ସଙ୍ଘ କହିଥିବା ବେଳେ ସରକାର ଘରୋଇ ବସ ମାଲିକ ସଙ୍ଘ ର ଦାବି ମୁତାବକ ଲଷ୍ମୀ ବସ ଚଳାଚଳ କରାଉ ନାହାନ୍ତି,

ଆସନ୍ତା 22ତାରିଖ ରେ ରାଜ୍ୟ ସଙ୍ଘ ର ଡାକରା କ୍ରମେ ନୟାଗଡ଼ ଜିଲ୍ଲା ସଙ୍ଘ ମଧ୍ୟ ଆନ୍ଦୋଳନ ରେ ସାମିଲ ହେବ, ବିଧାନ ସଭାସମ୍ମୁଖରେ ଆନ୍ଦୋଳନ କରାଯିବ, ନୟାଗଡ଼ ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ସଭାପତି ମନୋଜ କୁମାର ନାୟକ ସମ୍ପାଦକ ଶେଖ ୟୁଶୁବ ଏହି ସୂଚନା ଦେଇ ଛନ୍ତି, ଜିଲ୍ଲା ର ସମସ୍ତ ଅଞ୍ଚଳ ବସ ମାଲିକ ସଙ୍ଘ ର କର୍ମକର୍ତା ବୈଠକ ଉପସ୍ଥିତ ଥିଲେ

You might also like