ନୟାଗଡ଼ ଜିଲ୍ଲା ରେ ଶୁଭଦ୍ରା ସଚେତନତା ରଥ ର ଶୁଭାରମ୍ଭ କଲେ ବିଧାୟକ, ଜିଲାପାଳ

ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁଭଦ୍ରା ସଚେତନତା ରଥ ଶୁଭାରମ୍ଭ କଲେ ଖଣ୍ଡପଡ଼ା ବିଧାୟକଦୁଷ୍ମନ୍ତ ସ୍ୱାଇଁ, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ, ଜିଲlପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ଦତ୍ତ ପଣ୍ଡା, ଉପ ଜିଲାପାଳ କର୍ଣଦେବ ସମାଦାର, ଓ ମିଶନ ଶକ୍ତି ଓ ଜୀବିକା ମିଶନ ମହିଳା ମାନେ ଉପସ୍ଥିତ ଥିଲେ,

ନୟାଗଡ଼ ଜିଲ୍ଲା ରେ 4ଗୋଟି ଶୁଭଦ୍ରା ସଚେତନ ରଥ ଗାଁ ବୁଲିବାର କାର୍ଯ୍ୟକ୍ରମ ରହିଛି,ଶୁଭଦ୍ରା ଯୋଜନା ସମ୍ପର୍କ ରେ ସଚେତନସୃଷ୍ଟି ଉଦେଶ୍ୟ ରେ ଶୁଭଦ୍ରା ରଥ ଶୁଭାରମ୍ଭ କରାଯାଇଛି,ପ୍ରତି ମହିଳା ଙ୍କ ସ୍ୱପ୍ନ ପୁର୍ଣ କରିବା ଶୁଭଦ୍ରା ଯୋଜନା ର ମୂଳ ଉଦେଶ୍ୟ ବୋଲି ଜଣାପଡିଛି,ସେପ୍ଟେମ୍ବର 7ରୁ 16ତାରିଖ ପର୍ଯ୍ୟନ୍ତ ଏହି ରଥ ଜିଲ୍ଲା ର ବିଭିର୍ନ ଗ୍ରାମକୁ ପରିକ୍ରମl କରିବ

You might also like