ନୟାଗଡ଼ ଟାଉନ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ନୟାଗଡ଼ ସହର ରେ ସନ୍ଧ୍ୟା 6ଟା ସମୟ ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି, ନିର୍ବାଚନ ସମୟ ରେ ଆଇନ ଶୃଙ୍ଖଳା କୁ ଆଖି ଆଗରେ ରଖି ଫ୍ଲାଗ ମାର୍ଚ୍ଚ କରାଯାଇଛି, ନୟାଗଡ଼ ଏସପି ରାହୁଲ ଜୈନ ଙ୍କ ନିର୍ଦେଶ ରେ ଟାଉନ ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱ ରେ ଦୁର୍ଗା ପ୍ରସାଦ ଠାରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଥିଲା,

ଦୁର୍ଗା ପ୍ରସାଦ ଠାରୁ ଆରମ୍ଭ ହୋଇ ଦେଉଳପଲ୍ଲୀ ସିନ୍ଦୁରିଆ ଦେଇ ନୟାଗଡ଼ ସହର ପରୀକ୍ରମା କରି ଜଗନ୍ନାଥ ମନ୍ଦିର ଠାରେ ପହଂଚିଥିଲେ, ଟାଉନ ଥାନା ର ସମସ୍ତ ପୋଲିସ ଅଧିକାରୀ ଙ୍କ ସହ ବ୍ୟାପକ ଫୋର୍ସ ଫ୍ଲାଗ ମାର୍ଚ୍ଚ ରେ ସାମିଲ ହୋଇଥିଲେ

You might also like