ନୟାଗଡ଼ ପ୍ରାଥମିକ କୃଷି ସମବାୟ ସମିତି ର ଖଣ୍ଡପଡ଼ା ରୋଡ଼ ଠାରେ ନୂତନ ଗୃହ ଉଦଘାଟିତ

ସୂଚନାଅନୁସାରେ ନୟାଗଡ଼ ଖଣ୍ଡପଡ଼ା ରୋଡ଼ ରେଥିବାନୟାଗଡ଼ ପ୍ରାଥମିକ କୃଷି ସମବାୟ ସମିତି ର 10ଘଟିକା ସମୟ ରେ ନୂତନ ଗୃହ ଉଦଘାଟିତ ହୋଇଛି ଏହି ଗୃହ ଟି ସଭାପତିତ୍ବ ଅଫିସ କାର୍ଯ୍ୟା ଭାବେ କାର୍ଯ୍ୟ କରିବ, ନୂତନ ଗୃହ କୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଅlନୁଷ୍ଠାନିକ ଭାବେଉଦଘାଟନ କରିଛନ୍ତି,

ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ରବୀନ୍ଦ୍ର କୁମାର ସାହୁ, ଆର. ସି. ଏମ. ଏସ ର ସଭାପତି ମାମୁନ ରୌଫ, ନୟାଗଡ଼ ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ତ୍ରିନାଥ ବିଧାର ଓ ସମସ୍ତ ନିର୍ଦେଶକ ମାନେ ଉପସ୍ଥିତ ଥିଲେ

You might also like