ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେ ନୟାଗଡ଼ ବିକାଶ ମଞ୍ଚର 300ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତଜିଲାପାଳଙ୍କ ଉଦେଶ୍ୟ ରେ, ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ରପ୍ରଦାନ କରିଛନ୍ତି,ଦାବି ମୁତାବକ ନୟାଗଡମୁଖ୍ୟଚିକିତ୍ସା ଳୟ ରେ ଗତ 31ତାରିଖ ଦିନହୋଇଥିବା ମାତୃ ଶିଶୁଙ୍କ ମୃତ୍ୟୁ କୁ ନେଇ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ସେଦିନ କାର୍ଯ୍ୟରତ ଡାକ୍ତର ଓ ସେବିକା ଦ୍ବୟ ଙ୍କୁ କାର୍ଯ୍ୟ ରୁ ବରଖାସ୍ତ କରି ତୁରନ୍ତ ଗିରଫ କରିବା ପ୍ରତିବାଦ ରେବିକ୍ଷୋଭ କରିବା ସହିତ ଆଜି 5ଦଫା ଦାବିପତ୍ର ପ୍ରଦାନ କରିଛନ୍ତି,ଦୀର୍ଘ ଦିନ ଧରିମୁଖ୍ୟ ଚିକିତ୍ସା ଳୟ ରେ ରୋଗୀ ସେବା ରେ ମନମୁଖୀରୋଗୀ ଙ୍କୁ ଦ୍ରୁବ୍ୟବହାର ଓ ଠିକ ରେ ସେବା ନ ଯୋଗାଇ ପ୍ରାଇଭେଟ କ୍ଲିନିକ ରେ ପୁରା ସମୟ ଡାକ୍ତର ବିତାଇବାଭଳିଅନେକ ଅଭିଯୋଗ ଆସିଥିଲେ ମଧ୍ୟ ସେମାନେ ସିମା ପାର କରିବା ନେଇ ଶୁଣିବାକୁ ମିଳିଥିବାବେଳେ ତାହା ଏବେ ସତ ପ୍ରମାଣିତ ହୋଇଛି, ଏପଟେ ମୃତ ମମତା ସ୍ୱାଇଁ ଙ୍କ ପୋଷ୍ଟ ମର୍ଟମରିପୋଟ ଅନୁସାରେ ଡାକ୍ତର ଙ୍କ ଅବହେଳାରୁ ସେ ମୃତ ହୋଇଛନ୍ତି ବୋଲି ମମତା ଙ୍କ ପରିବାରଲୋକେ ଓ ନୟାଗଡ଼ ବିକାଶ ମଞ୍ଚଦାବି କରିଅଭିଯୁକ୍ତ ଡାକ୍ତର ଓ ସେବିକା ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲାପାଳଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କୁ5ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି, ଓ ଏକ ସପ୍ତାହ ମଧ୍ୟରେ ନ୍ୟାୟ ପୁର୍ଣ ଭାବେ ପୂରଣ କରା ନଗଲେ ନୟାଗଡ଼ ର ସମସ୍ତ ସଚେତନ ନାଗରିକ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ସହିତ ଅନିର୍ଦିଷ୍ଟ କାଳ ପାଇଁ ଧାରଣା ଓ ଆମରଣ ଅନଶନ ପନ୍ଥା କୁ ଆମନ୍ତ୍ରଣ କରିବେ ବୋଲି ଚେତାବନୀ ଦେଇ ଛନ୍ତି
