ନୟାଗଡ଼ ବିଜୁ ଜନତା ଦଳ ର ନିର୍ବାଚନ ସଂଯୋଜକ ଭାବେ ଦେବାଶିଷ ଙ୍କୁ ନିଯୁକ୍ତି ଦେଲେ ମୁଖ୍ୟ ମନ୍ତ୍ରୀ

ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସଭାପତି ଦେଇଛନ୍ତି ନୂଆ ଦାୟିତ୍ୱ,ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଦାସ ଘୋଷଣା କରିଛନ୍ତି

,ନୟାଗଡ଼ ବିଜୁ ଜନତା ଦଳ ର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟ ମନ୍ତ୍ରୀ,ଆଗାମୀ ବିଧାନ ସଭା,ଓ ଲୋକସଭା ନିର୍ବାଚନ ସଂଯୋଜକ ଭାବେ କାର୍ଯ୍ୟକରିବେ

You might also like