ନୟାଗଡ଼ ମୁଖ୍ୟ ଚିକିତ୍ସା ଳୟ ପରିସର ରେ ସ୍ବଚ୍ଛତାହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ପରିସର ରେ ମୁଖ୍ୟ ଚିକିତ୍ସା ଅଧିକାରୀ ରମାକାନ୍ତ ପଣ୍ଡା ଙ୍କ ତତ୍ୱାବଧାନ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମସକାଳ 7ଘଟିକା ସମୟ ରେ ଅନୁଷ୍ଠିତ ହୋଇଛି, ଚଳିତ ସେପ୍ଟେମ୍ବର 17ତାରିଖ ଠାରୁ ଅକ୍ଟୋବର 2ତାରିଖ ପର୍ଯ୍ୟନ୍ତ ସାରା ଭାରତ ରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁଛି, ଆଜି ସକାଳ 7ଘଟିକା ସମୟ ରେ ମୁଖ୍ୟ ଚିକିତ୍ସାଳୟ ର ମ୍ୟାନେଜର ସୁବାଶିଷ ସାଥୁଆ,,ଅଭିମନ୍ୟୁ ନାୟକ,ସୁପର ଭାଇଜର ଆଦିତ୍ୟ ନାୟକ, ସରୋଜ ପଟ୍ଟନାୟକ, ଙ୍କ ସହ କୈଳାଶ ନାୟକ, ତଥା ସୁରକ୍ଷା କର୍ମ ଦାୟିତ୍ୱ ରେ ଥିବା ସୁରକ୍ଷା କର୍ମଚାରୀ, ମାନଙ୍କ ସହଯୋଗ ରେ ମୁଖ୍ୟ ଚିକିତ୍ସା ଳୟ ପରିସର ରେ ପରିମଳ କାର୍ଯ୍ୟ କରିବା ସହିତ, ଚକ୍ଷୁ ବିଭାଗ ଠାରେ ପରିଷ୍କାର,ପରିଚ୍ଛର୍ନତା କାର୍ଯ୍ୟକ୍ରମ କରାଯାଇଥିଲା, ଏଥିରେ ମୁଖ୍ୟ ଚିକିତ୍ସା ଳୟ ରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ସାମିଲ ହୋଇଥିଲେ

You might also like