Skip to content

ନୟାଗଡ଼ ରାଜ୍ୟ ତୈଳିକ ବୈଶ୍ୟ ସମାଜ ଓଡିଶା ପକ୍ଷରୁ ଇଟାମାଟି ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ଅଧିବେଶନ ଓନୂତନ କର୍ମକର୍ତା ଚୟନ ଅନୁଷ୍ଠିତ

ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେ ଇଟାମାଟି ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଦ୍ୱିତୀୟ ଦିନ ରେ ନୟାଗଡ଼ ରାଜ୍ୟ ତୈଳିକ ବୈଶ୍ୟ ସମାଜ ଓଡିଶା ପକ୍ଷରୁ 80ତମ ବାର୍ଷିକ ସାଧାରଣ ଅଧିବେଶନ ଆରମ୍ଭ ହୋଇନୂତନ କର୍ମକର୍ତା ଚୟନ ହୋଇଛି, ଏହା ଆଜିସନ୍ଧ୍ୟା 5ଘଟିକା ସମୟ ରେ ଉଦଯାପିତ ହେବ, ଏହି ଅବସର ରେ ସମାଜ ପକ୍ଷରୁ ସଭାପତି ଶିଶିର କୁମାର ସାହୁ ଙ୍କ ତତ୍ୱାବଧାନ ରେ ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେସମସ୍ତ ଇଲାକା ର ସଦଶ୍ୟ ଓ ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ,

ଏହି ଅବସର ରେବୈଶ୍ୟ ସମାଜର ବିଭିର୍ନ ନୀତି ନିୟମଉପରେ ଆଧାରିତ କାର୍ଯ୍ୟକଳାପ କୁ ନେଇ ଆଲୋକ ପାତ କରା ଯାଇଥିବା ବେଳେ ସମାଜ ର ଉର୍ନତି ସାଧନ ନିମନ୍ତେ କାର୍ଯ୍ୟାନୁଷ୍ଠାନ ପାଇଁ ମତ ପ୍ରକାଶ ପାଇଥିଲା, ଏହି ଅଧିବେଶନତଥା ନୂତନ କର୍ମକର୍ତା ଚୟନ ରେ ଉପସଭାପତି ବ୍ରଜ ବନ୍ଧୁ ସାହୁ, ସମ୍ପାଦକ ଦୀନବନ୍ଧୁ ପୃଷ୍ଟି, ସହ ସମ୍ପାଦକ କାମାକ୍ଷୀ ପ୍ରସାଦ ସାହୁ, କୋଷାଧକ୍ଷ ଦୟାନିଧି ସାହୁ ସମୀକ୍ଷକ ପଞ୍ଚାନନ ସାହୁ ଓ ଅଶୋକ କୁମାର ମହାପାତ୍ର ଉପସ୍ଥିତରହି ଅଧିବେଶନରେ ଆଲୋଚନା କରିବା ସହିତ ନୂତନ କର୍ମକର୍ତା ଚୟନ କରିଥିଲେ,

Ad 1