Skip to content

ନୟାଗଡ଼ ରେ ଆଉ ଏକ ରୋଟାରୀ କ୍ଳବ ଗଠନ ନିମନ୍ତେ ରୋଟାରୀ ସଂସ୍ଥା ର ଅନୁମତି ପ୍ରଦାନ

ନୟାଗଡ଼ -1990ମସିହା ରେ ଗଠିତ ନୟାଗଡ଼ ରୋଟାରୀ କ୍ଳବ ଗଠନ ପର ରୋଟାରୀ ଆନ୍ତର୍ଜାତିକ ସଂସ୍ଥା, ଆମେରିକା, ନୟାଗଡ଼ ରେ ଆଉ ଏକ ନୂତନ ରୋଟାରୀ କ୍ଳବ ଗଠନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି, ରୋଟାରୀ କ୍ଳବ ଅଫ ନୟାଗଡ଼ ଏକ୍ସିଲେନ୍ସି ର ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ସୋମବାର ସନ୍ଧ୍ୟା ରେ ଭୁବନେଶ୍ୱର ସ୍ଥିତ ରୋଟାରୀ ଅଫିସ ରୁ ରୋଟାରୀ କାର୍ଯ୍ୟକାରୀ ସମ୍ପାଦକ ବରିଷ୍ଠ ରୋଟାରୀଆନ ସୁଶାନ୍ତ କୁମାର ମହାପାତ୍ର ଙ୍କ ଠାରୁ ଅନୁମତି ପତ୍ର ଗ୍ରହଣ କରିଛନ୍ତି, ପ୍ରମୋଦ ପଟ୍ଟନାୟକ କହନ୍ତି “ରୋଟାରୀ”ଏବଂ ସେବା ତାଙ୍କ ଜୀବନ ଓ ଏଥି ସହିତ ନୂତନ ରୋଟାରୀ କ୍ଳବ ପାଇଁ ସେ ଦୈନିକ ଅତି କମ ରେ ଏକ ଘଣ୍ଟା ସମୟଦେବେ ବୋଲି ପ୍ରକାଶ କରିଛନ୍ତି

Ad 1