ନୟାଗଡ଼ ରେ ଦୁର୍ନୀତି ନିବାରଣ ସପ୍ତାହ ଜିଲାପାଳଙ୍କ କାର୍ଯ୍ୟା ଳୟ ରେପାଳିତ, ଶପଥ ନେଲେ ଅଧିକାରୀ

ସୂଚନା ଅନୁସାରେ ଆଜି ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟା ଳୟ ରେ ଭିଡିଓ କନଫରେସିଂ ଜରିଆରେଲୋକ ସେବା ଭବନ ରେ ଦୁର୍ନୀତି ନିବାରଣ ସପ୍ତାହ କୁ ଉଦଘାଟନ କଲେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ, ଏହି ଅବସର ରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ରେ ଅଧିକାରୀ ଓ କର୍ମଚାରୀ ମାନେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥ ପାଠ କରିଛନ୍ତି,ଏଥି ସହିତ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା ଙ୍କ ସମେତ ପୋଲିସ ଅଧିକାରୀ,, ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବିଭିର୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରି ଥିଲେ

You might also like