ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ କଲ୍ୟାଣ ମଣ୍ଡପ ପାଖରେ ବାଳିକା ନବଜାତ ଶିଶୁ କନ୍ୟା କୁ ଉଦ୍ଧାର କରାଯାଇଛି, ବାଳିକା ନବ ଜାତ ଶିଶୁ କନ୍ୟା କୁ ଗ୍ରାମବାସୀ ଆଜି ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ, କୌଣସି ଅଜଣାବ୍ୟକ୍ତି ଏହି ନବ ଜାତ କନ୍ୟାକୁ ରାସ୍ତା କଡ଼ ରେ ପକାଇ ଦେଇ ଚାଲି ଯାଇଥିବା ବେଳେ କିଛି ପରିଚୟ ଜଣା ପଡ଼ିନାହିଁ,ଶିଶୁ ପରିଚୟ ମିଳି ନଥିବା ବେଳେ ଶିଶୁ କନ୍ୟା କୁ ନେଇ ନୟାଗଡ଼ ବିବାଦ ଭିତରେ ରହିଥିବା ବେଳେ ଶିଶୁ କନ୍ୟା କାହିଁକି ଅଲୋଡ଼ା ହେଉଛନ୍ତି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି
