ନୟାଗଡ :ଜିଲ୍ଲାପରିଷଦ କନଫରେନ୍ସ ହଲ ପରିସରରେ ଡିଷ୍ଟିକ ଡେଭେପଲମେଣ୍ଟ କୋ ଓର୍ଡ଼ିନେସନ ଏବଂ ମିଟରିଂ କମିଟି ମିଟିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ପରିଷଦ କନଫରେନ୍ସ ହଲ ପରିସରରେ ଆଜି ଅପରାହ୍ନ ୩.୩୦ ମିନିଟ ପରିସରରେ ଡିଷ୍ଟିକ ଡେଭଲପମେଣ୍ଟ କୋ ଓର୍ଡ଼ିନେସନ ଏବଂ ମନିଟରିଂ କମିଟି ମିଟିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ

ଓଡିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ପୁରୀ ସାଂସଦ ସମ୍ବିତ ସାହୁ, ଏବଂ କଟକ ସାଂସଦ ଭର୍ତ୍ତୃ ହରି ମହତାବ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

You might also like