ପଠାଣି ସାମନ୍ତ ଙ୍କ191ତମ ଜନ୍ମ ସ୍ମାରକୀ ଅବସର ରେ ପ୍ରତିମୂର୍ତ୍ତି ରେପୁଷ୍ପ ମାଲ୍ୟ ଅର୍ପଣ
ବିଶ୍ୱ ବିଶୃତ ଜ୍ୟୋତ୍ରିବିଜ୍ଞାନୀ ପଠାଣି ସାମନ୍ତ ଙ୍କ 191ତମ ଜନ୍ମ ସ୍ମାରକୀ ଉପଲକ୍ଷେ ସାମନ୍ତ ଚନ୍ଦ୍ର ଶେଖର ସାଂସ୍କୃତିକ ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଥିବାପଠାଣି ସାମନ୍ତ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି, ଏହି ଅବସର ରେ ଜିଲ୍ଲା ସଂସ୍କୃତି ଅଧିକାରୀଶ୍ରୀମତୀ ସୁଜାତା କୁମାରୀ ସାହୁ ଯୋଗ ଦେଇ ସାମନ୍ତଚନ୍ଦ୍ର ଶେଖରପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଥିଲେ, ସଂlସ୍କୃତିକ ଅନୁଷ୍ଠାନ ର ସଦସ୍ୟ ଙ୍କ ସହ ସଭାପତି ପ୍ରମୋଦ ପଟ୍ଟନାୟକ, ରଣ ଜିତ ଦାସ, ଲକ୍ଷ୍ମୀଧର ମହାପାତ୍ର ନାଟ୍ୟଭୁଷଣ ବିଜୟ ଚୌଧୁରୀ, ବିଶ୍ଵନାଥ ମହାପାତ୍ର, ବାସୁଦେବ ମହାନ୍ତି, ନିର୍ମଳ ସୁରଦେଓ, ପ୍ରତାପ ନନ୍ଦ,, ଲକ୍ଷ୍ମୀଧର ସାହୁ,, ଦାମୋଦର ସାହୁ,ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀ ଙ୍କ ସମେତ, ସଂସ୍କୃତି ପ୍ରେମୀ, ଓ ବୁଦ୍ଧିଯିବି ଉପସ୍ଥିତ ହୋଇ ପଠାଣି ସାମନ୍ତ ଙ୍କ 191ତମ ଜନ୍ମ ସ୍ମାରକୀ ଅବସର ରେ ସ୍ମୁତିଚାରଣ କରି ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ
