Skip to content

ପଠାଣି ସାମନ୍ତ ସଂସ୍କୃତି ଭଵନ ପରିସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ନୂଆ ରାଜବାଟି ନୟାଗଡ଼ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ,, ଯୋଗ ଦେଲେପୋୖରାଧକ୍ଷା ନିରୁପମା ଖଟେଇ

, ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାଓ ଗବେଷଣା କେନ୍ଦ୍ର ନୂଆ ରାଜବାଟିନୟାଗଡ଼ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଛି, ଏହି ଅବସରରେ ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ ଯୋଗ ଦେଇ,ଶ୍ରୀମା ଅରବିନ୍ଦ ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ବାର୍ଷିକ ଉତ୍ସବ କୁ ଉଦଘାଟନ କରିଥିଲେ,ତତ ସହିତ ସଂମ୍ମାନିତ ଅତିଥି ରୂପେ ପୌରପରିଷଦ ର ଉପାଧକ୍ଷ ଗୁରୁପ୍ରସାଦ ଜେନା,, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ରବୀନ୍ଦ୍ର ନାଥସାହୁ ଯୋଗ ଦେଇ ଥିବା ବେଳେ,

ମୁଖ୍ୟ ବକ୍ତା ତଥା ମାତୃ ପ୍ରେମୀ ଅନୁଷ୍ଠାନ ର ଉପଦେଷ୍ଟା ସନାତନ ଲେଙ୍କା ଉପସ୍ଥିତ ହୋଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ତତ ସହିତ ମୁଖ୍ୟ ଅତିଥି ତଥା ପୌରାଧକ୍ଷା ନିଜର ବକ୍ତବ୍ୟ ପ୍ରଦାନ କାରି ଛାତ୍ର ଛାତ୍ରୀ ମାନଙ୍କ ମଙ୍ଗଳ କାମନା କରିବା ସହିତ, ଭବିଷ୍ୟତ ଉଜ୍ୱଳମୟ ହେବ ସେ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଏଥି ସହିତ ଅନୁଷ୍ଠାନ ଅଧକ୍ଷ ତଥା ଉତ୍ସବ ର ସଭାପତି ବସନ୍ତ କୁମାର ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କରି ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭାକୁସୁ ପରିଚାଳନା କରିଥିଲେ,

ଏହି ଅବସରରେ ରେ ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଅଭିଭାବକ ଉପସ୍ଥିତ ଥିବା ବେଳେ ପରିଶେଷରେ ଦିଲୁ ଭାଇଅନୁଷ୍ଠାନ ତରଫରୁ ଧନ୍ୟ ବାଦ ଅର୍ପଣ କରିଥିଲେ,

Ad 1