ପରଲୋକରେ ପଦ୍ମଶ୍ରୀ ରଜତକର । ୮୮ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତିି।

ବିଶିଷ୍ଟ ସାହିତ୍ୟକ ରଜତ କରଙ୍କର ୮୮ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତିି। ଶିକ୍ଷା ଓ ସାହିତ୍ୟରେ ଅତୁଳୀନୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭାଷ୍ୟକାର ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶାବାସୀ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଉଛି।

ଟିଭି ଓ ଅନ୍ୟ ସାମାଜିକ ଗଣମାଧ୍ୟମ ରେ ସେ ନିଜର ଛବି ତାଙ୍କ କଳା ଓ ଶିକ୍ଷା ମାଧ୍ୟମ ରେ ଛାଡି ଯାଇଛନ୍ତି। ଯାହା ସମାଜ ତାଙ୍କୁ ସର୍ବଦା ମନେ ରଖିବ।

You might also like
Leave a comment