ପହିଲି ପ୍ରସାଦ ସେବନ
ନୟାଗଡ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳୀ ଙ୍କ ଠାରେ ପ୍ରତ୍ୟୁଷ ରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦ ସ୍ଥାନୀୟ ତପସ୍ୟା ଶିଶୁ ଗୃହ ରେ ପାଠ ପଢୁ ଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ବଣ୍ଟନ କରାଯାଇଛି
ଶିଶୁ ଗୃହ ର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ,ଶିକ୍ଷୟତ୍ରୀ, ତତ୍ୱାବଧାରକ ଙ୍କ ସମେତ ନୟାଗଡ଼ ଏକ୍ସି ଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜିଵୀ ରଣ ଜିତ ଦାସପ୍ରମୁଖ ପ୍ରସାଦ ସେବନ ରେ ସାମିଲ ହୋଇଥିଲେ