ପାଥିପତ୍ର ଦାଖଲ କଲେ ସୁରମା ପାଢ଼ୀ
ରଣପୁର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟିକା ପ୍ରାର୍ଥୀ ସୁରମା ପାଢୀ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଆସି ବିଜେପି କର୍ମୀ ଙ୍କୁ ନେଇ ବଡ଼ ପଟୁଆର ସହିତ ହଜାର ହଜାର ସଂଖ୍ୟାରେ ରଣପୁର ଠାରୁ ଶରଣକୁଳ ଏବଂ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ

ସେଠାରେ ତାଙ୍କ ପାଥିପତ୍ର ଦାଖଲ କରିଥିଲେ ତାଙ୍କ ଶହ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରତ୍ୟୁଷା ରାଜେଶ୍ବରି ସିଂ ଲିଙ୍କନ ସୁବୁଦ୍ଧି ପ୍ରମୁଖ ବିଜେପି କର୍ମୀ ମାନେ ରହି ପାଥିପତ୍ର ଦାଖଲ କରିଥିଲେ ରଣପୁର ବିଜେପି କର୍ମୀ ଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି ସମ୍ବିତ ପାତ୍ର ଜିନ୍ଦାବାଦ ସୁରମା ଅପା ଜିନ୍ଦାବାଦ ଶବ୍ଦରେ ପ୍ରକମ୍ପିତ ହୋଇଥିଲା