ପିଏମ ସ୍ୱନିଧି ଯୋଜନା କର୍ମଶାଳାସି୍ଧେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ

ସହର ରେ ରହିଥିବା ଉଠା ଦୋକାନୀ ଙ୍କ ଆର୍ଥିକ ଅଭି ବୃଦ୍ଧି ନିମନ୍ତେ 5ଦିନ ବ୍ୟାପି ଚାଲିଥିବା କର୍ମଶାଳା ସି୍ଧେଶ୍ବରୀ କଲ୍ୟାଣ ମଣ୍ଡପ ଠାରେଅପରାହ୍ନ 4ଘଟିକା ସମୟ ରେ ଉଦଯାପିତ ହୋଇଛି, ସହର ରେ ଥିବା ସମୁଦାୟ 723ଉଠା ଦୋକାନୀ ଙ୍କ ମଧ୍ୟରୁ 490ଜଣ ଉଠା ଦୋକାନୀ ତାଲିମ ପାଇଥିଲେ, କେନ୍ଦ୍ର ସରକାରଏହି ଯୋଜନା ରେ ବ୍ୟାଙ୍କ ଲୋନ ଯୋଗାଇଦେବେ, ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ପୌରାଧକ୍ଷା ନିରୁପମା ଖଟେଇ, ମୁଖ୍ୟ ଅତିଥି ଭାବେ ଜୋଗ ଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ବ୍ୟାଙ୍କ ଅଫ ବରୋଦା, ଆଇଡିବି ଆଇ, ଲିଡ଼ ବ୍ୟାଙ୍କ, ମ୍ୟାନେଜର,, କାଉନସିଲର, ଜାନକୀ ବଲ୍ଳଭ ଜେନା,ଦୀନବନ୍ଧୁ ଗୁରୁ, ପ୍ରମୁଖ ଯୋଗ ଦେଇ ଥିଲେ, କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସଙ୍ଗଠିକା ଇନ୍ଦୁମତି ପରିଡା, ସୁନୀଲ ହୋତା, ସଂଜୀ ବିଶ୍ୱାଳ, ସୁଶାନ୍ତ ନନ୍ଦା ପ୍ରମୁଖ ଶାନ୍ତି ଶୃଙ୍ଖଳା ସହ ଆଗେଇ ନେଇଥିଲେ

You might also like