Skip to content

ପୁରାତନ ଛାତ୍ରଛାତ୍ରୀ ଙ୍କ ତରଫରୁ ଅନୁଷ୍ଠିତ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ. ସୋମନାଥ ଦେବ ବିଦ୍ୟାପୀଠ ହରିପୁର

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ର ସୋମନାଥ ଦେବ ବିଦ୍ୟାପୀଠ ହରିପୁର ବିଦ୍ୟାଳୟ ର ଦୁଇ ଜଣ ଶିକ୍ଷକ ଶ୍ରୀଯୁକ୍ତ ପରମେଶ୍ୱର ମହାପାତ୍ର, ଶ୍ରୀଯୁକ୍ତ ତ୍ରିନାଥ ମିଶ୍ର ଓ ବିଦ୍ୟାଳୟର ପିଅନ ଶ୍ରୀଯୁକ୍ତ ଭିକାରି ମହାପାତ୍ର ଆଜି ଅବସର କାଳୀନ ବିଦାୟ ନେଇଛନ୍ତି |

ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ପୁଷ୍ପବୁଛ ଦେଇ ଶୁଭ ବିଦାୟ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ହରିପୁର ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ଖଟୁଆ, ସମିତି ସଭ୍ୟ ପ୍ରତାପ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ, ଗ୍ରାମପଞ୍ଚାୟତ ର ସମସ୍ତ ଗ୍ରାମବାସୀ ଯୋଗ ଦେଇଥିଲେ.

Ad 1