ପୁରୁଣା ରାଜବାଟି ଠାରେ ସଂଗଠନ ପର୍ବ ସଦସ୍ୟତା ଅଭିଯାନ -2024କାର୍ଯ୍ୟକ୍ରମ ର ଶୁଭାରମ୍ବ

ଆଜି ପୁରୁଣା ରାଜବାଟୀ ଠାରେ ସଂଗଠନ ପର୍ବ ସଦସ୍ୟତା ଅଭିଯାନ 2024ଜାତୀୟ ସଂଗୀତ ଗାନ କରାଯାଇ ଶୁଭରାମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି, ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଯୋଗ ଦେଇଥିବା ବେଳେ

ସନ୍ନମାନୀତି ଅତିଥି ରୂପେ ପୂର୍ବତନ ବିଧାୟକ ପୁର୍ଣଚନ୍ଦ୍ର ନାୟକ, ପ୍ରସନ୍ନ ମିଶ୍ର,ସନ୍ୟାସୀ ନାୟକ, ତାପସ ରଞ୍ଜନ ମାର୍ଥା ସଂଗଠନ ପର୍ବରେ ଯୋଗଦେଇ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ କୁ ଶୁଭାଆରମ୍ଭ କରିବା ସହିତ କାର୍ଯ୍ୟକ୍ରମରେ ଭବିଷ୍ୟତରେ କିପରି ଦଳୀୟ ସଦସ୍ୟତା ଗ୍ରହଣ କରାଯାଇପରିବା ଓ ଅଭିଯାନ କୁ ସୃଦୃଢ଼ କରି ଭୟ ମୁକ୍ତ,ଭ୍ରଷ୍ଟାଚାର, ମୁକ୍ତ ନୟାଗଡ଼ ନିର୍ମାଣ ଲକ୍ଷ୍ୟ ନେଇ ବକ୍ତବ୍ୟ ରଖିଥିଲେ ଏହି ଅବସରେ ରାଜବାଟୀ ଠାରେ 150 ରୁ ଉର୍ଦ୍ଧ ସଦସ୍ୟତା ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗା ଦେଇଥିଲେ ପରିଶେଷରେ ସଦସ୍ୟତା ଅଭିଯାନରେ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ.

You might also like