ପୋବଲା ଗ୍ରାମ ରେ ଘର ଜଳି ପାଉଁଶ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର କାପ୍ତାପଲ୍ଲୀ ପଞ୍ଚାୟତର ପୋବଲା ଗ୍ରାମରେ ଚାରି ବଖରା ଘର ଜଳି ପାଉଁଶ ହୋଈଛି, ଜମୁନା ଜାନି,ସ୍ବା-ପ୍ରଦୀପ୍ତ କୁମାର ଜାନି, ଶାନ୍ତିଲତା ଜାନି,ସ୍ବା-ବିଜୟ କୁମାର ଜାନି, ଟୁନି ଜାନି,ସ୍ବା-କାର୍ତ୍ତିକ ଜାନି,ବିମଳା ଜାନି ମୃତସ୍ବାମି- ସ୍ବେତ କୁମାର ଜାନି ଙ୍କର ଚାରି ବଖରା ଘର ପୋଡ଼ି ପାଉଁଶ ହୋଈ ଜାଈ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଈଥିବା ସୁଚନା ମିଳିଛି।।ଘରର ବ୍ୟବହାର ଆସବା ପତ୍ର ଏବଂ ରୋଷେଈ ସାମଗ୍ରୀ ସବୁ ନିଆଁ ରେ ପୋଡ଼ି ପାଉଁଶ ହୋଈ ଜାଈଛି , ସମୟ ଦିନ ୩.୩୦ ରେ ଇଲେକ୍ଟ୍ରିକ ସଟସକିଟ ଯୋଗୁଁ ନିଆଁ ଲାଗିଥିବା ଜାହା ସୁଚନା ମିଳିଛି,ଘଟଣା ସ୍ଥଳରେ ନୂଆଗାଁ ଅଗ୍ନି ସମ ବାହିନି ଏବଂ ନୂଆଗାଁ ଆଡିସିନାଲ ତହସିଲଦାର କାପ୍ତାପଲ୍ଲୀ ରାଜସ୍ୱ ନିରିକ୍ଷକ ସଞ୍ଜୟ କୁମାର ପ୍ରଧାନ,

ପ୍ରମୋଦ କୁମାର ବେହେରା,ସୁପର ଭାଈଜର ଏବଂ ସ୍ଥାନୀୟ ସରପଞ୍ଚ ଙ୍କ ସମେତ ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ସାମନ୍ତରାୟ ଏବଂ ସମାଜସେବୀ ସଞ୍ଜିବ କୁମାର ଡାକୁଆ ଉପସ୍ଥିତ ଥିଲେ।।ଉକ୍ତ ପରିବାର ସରକାରଙ୍କ ସହାୟତା ପାଈବା ପାଇଁ ନିବେଦନ କରିଛନ୍ତି।