ପୋଲିସ ମୁଖ୍ୟାଳୟ ରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟ ରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି,ନୟାଗଡ଼ ଏସପି ରାହୁଲ ଜୈନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା ଙ୍କ ସମେତ ବିଭିର୍ନ ପୋଲିସ ଉପଖଣ୍ଡ ନିରୀକ୍ଷକ ତଥା ଏସଡିପିଓ, ଥାନା ଅଧିକାରୀଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ,

ଜିଲ୍ଲା ରେ ନିର୍ବାଚନ ଶେଷ ହୋଇଥିବା ବେଳେ ବିଭିର୍ନ ଥାନା ରେ ଥିବା ମାମଲା, ନିଶା କାରବାର,ଟ୍ରାଫିକ ନିୟମ ଉଲଂଘନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା,ନୟାଗଡ଼ ଜିଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଆହ୍ୱାନ ଦେଇ ଥିଲେ

You might also like