ପୌରାଞ୍ଚଳ କାର୍ଯ୍ୟାଳୟ ପରିସର ରେ ଠିକାଦାର ଙ୍କ ଧାରଣା, ମିଳିଲାନି ବିଲ, କାର୍ଯ୍ୟାଳୟ ରେ ତାଲା ପକାଇଲେ ଠିକାଦାର

ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେ ପୌରାଞ୍ଚଳ କାର୍ଯ୍ୟା ଳୟ ପରିସର ରେ ଠିକାଦାର ଙ୍କ ଧାରଣା ଦେଖିବାକୁ ମିଳିଛି, ଦୀର୍ଘ 13ମାସ ହେବ, ଟେଣ୍ଡର ନେଇଥିବା ଫେଭର ରାସ୍ତା କାମ ପାଇଁ ଠିକା ଦାର ବିଲ ପାଇ ନଥିବା ବେଳେ ସମସ୍ୟା କୁ ନେଇ ଠିକାଦାର ମାନେ ମିଳିତ ଭାବରେ କାର୍ଯ୍ୟାଳୟ ର ଗେଟ ତାଲା ପକାଇଛନ୍ତି,

ଦୀର୍ଘ 13ମାସ ହେଲା କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ନେହ ଲତା ଆଚାର୍ଯ୍ୟ ବିଲ କରୁ ନଥିବା ବେଳେ ଠିକା ଦାର ମାନେ ତାଲା ପକାଇବା ସହିତ ଧାରଣା ଦେଇଛନ୍ତି, ତତ ସହିତ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏତାହା ହେଲେ ଧାରଣା ଜାରି ରହିବ ବୋଲି ଠିକା ଦାର ମାନେ କହିଥିବା ବେଳେ ଏ ଘଟଣା କୁ ନେଇ ଖୋଦ ନିର୍ବାହୀଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ଙ୍କ ପଚାରିବାରେ ମୁ କିଛି କହି ପାରିବି ନାହିଁ କହି ଗଣ ମାଧ୍ୟମ କୁ ମନା କରିଥିବା ବେଳେ, ଘଟଣା ସ୍ଥଳ ରେ ପୌରାଧକ୍ଷା ନିରୁପମା ଖଟେଇ, ଓ ଉପାଧକ୍ଷ ଗୁରୁ ପ୍ରସାଦ ଜେନା ଉପସ୍ଥିତ ରହି ଠିକାଦାର ମାନଙ୍କ ସହ ଆଲୋଚନା ଜାରି ରଖିଥିବା ସୂଚନା ମିଳିଛି

You might also like