ପ୍ରଥମ ଦିନରୁ ଚଳଚଞ୍ଚଳ ନୟାଗଡ଼ ର ନୂଆ ଜିଲ୍ଲାପାଳ

ପ୍ରଥମ ଦିନରୁ ଚଳଚଞ୍ଚଳ ନୟାଗଡ଼ ର ନୂଆ ଜିଲ୍ଲାପାଳ । ପ୍ରଥମେ ଜନଶୁଣାଣୀ ଆଉ ତାପରେ ପ୍ରେସ୍ କନଫରେନ୍ସ। ଆଜି ଜିଲ୍ଲାପାଳ ମଧୁମିତା ରଥ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାବରେ କହିଥିଲେ ଯେ ନୟାଗଡ଼ ର ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୁର୍ଣ୍ଣ ସ୍ବଚ୍ଛତା ଓ ପାରଦର୍ଶିତା ସହ ସେ ସମସ୍ତ କାର୍ଯ୍ୟ କରିବେ । ଜିଲ୍ଲାର ଅନୁନ୍ନତ ଅଞ୍ଚଳକୁ ବୁଲିବା ସହ ସେ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ଦିଗକୁ ଅଗ୍ରାଧିକାର ଦେବେ ବୋଲି ମଧ୍ୟ କହିଥିଲେ ।

You might also like