Skip to content

ବଜେନ୍ଦ୍ର ହାଇସ୍କୁଲ ପରିସର ରେ ଗୋପବନ୍ଧୁ ଙ୍କ 87ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଗାନ୍ଧୀ ବିଚାର ପ୍ରଚାର ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ

ସମାଜ ଅନୁଷ୍ଠାନ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ ତମ ଶ୍ରାଦ୍ଧଦିବସ ଅବସରରେ ନୟାଗଡ ଗାନ୍ଧୀ ବିଚାର ପ୍ରଚାର ପ୍ରସାର ମଞ୍ଚ ପକ୍ଷରୁଆଜି 8ଘଟିକା ସମୟ ରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲ l ବିଶିଷ୍ଟ ସମାଜସେବା ତଥା ନୂତନ ରୋଟାରୀ କ୍ଲବ ସଭାପତି ଶ୍ରୀ ପ୍ରମୋଦ ପଟ୍ଟନାୟକ, ମଞ୍ଚ ର ଆବାହକ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, କେସି କ୍ଲବ ସମ୍ପାଦକ ତଥା ନୂତନ ରୋଟାରୀ କ୍ଲବ ସମ୍ପାଦକ ଶ୍ରୀ ସଂଗ୍ରାମ ଗୁମାନସିଂ, କଂଗ୍ରେସ ନେତା ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାନ୍ତ ପ୍ରମୁଖ ଗୋପବନ୍ଧୁ ଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ l

Ad 1