ବଡ଼ଗୋଠ ପଂଚାୟତ ରେ ଖୋଲିଲା ବ୍ୟାଙ୍କ,

ବଡ଼ଗୋଠ ପଞ୍ଚାୟତ ରେ ଆମ ବ୍ୟାଙ୍କ ସେବା ଉଦଘାଟିତହେବା ସହ ବ୍ୟାଙ୍କଅଫ ବରୋଦା ଶାଖା ଖୋଲିଚି, ଆଗାମୀ ଦିନ ରେ ପ୍ରତ୍ୟକ ପଞ୍ଚାୟତ ରେ ବ୍ୟାଙ୍କ ସେବା ସାଧାରଣ ଲୋକ ଙ୍କ ପାଖ ରେ ପଞ୍ଚାଇବାକୁ ସରକାରଙ୍କ ପ୍ରୟାସ ଜାରୀ ରହିଥିବା ସୂଚନା ଦେଇ ଛନ୍ତି,

ବ୍ୟାଙ୍କ ମ୍ୟାନେଜର ଅଜୟ କୁମାର ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବାସୁଦେବ ନାୟକ, ଜିପିଓ ସାଧୁ ଚରଣ ସାହୁ, ଜିଲାପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ସରପଞ୍ଚ ତିଳୋତମା ନାୟକ, ଉପସ୍ଥିତ ରହିଥିବା ବେଳେ, କରୁଣ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

You might also like