ବଦଳିଲେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ରାଜ୍ୟ ସରକାର ଆଜି ୨୧ ଜଣ ସ୍ଵାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ବଦଳି କରିଛନ୍ତି । ଏହି ନିର୍ଦ୍ଦେଶନାମାରେ ନୟାଗଡ଼ରେ କାର୍ଯ୍ୟରତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ରମାକାନ୍ତ ପଣ୍ଡା ଙ୍କର ଭୁବନେଶ୍ଵର ବଦଳି ହୋଇଛି । କୋରାପୁଟରେ କାର୍ଯ୍ୟରତ ଡ଼.ସୁଶାନ୍ତ କୁମାର ଦାସଙ୍କର ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି ହୋଇଛି ।

You might also like