ମଣ୍ଡଳ ରୁ 500 ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଣ୍ଡିତ ଜି ଙ୍କ ତ୍ୟଗ ପୂର୍ଣ୍ଣ ଜୀବନୀ
ତଥା ବଳିଦାନ ସମ୍ଵନ୍ଧରେ ସ୍ମୁତି ଚାରଣ କରିବା ସହିତ ପ୍ରତିଜ୍ଞା କରିଥିଲେ କି ତାଙ୍କ ବଳି ଦାନଙ୍କୁ ନିରର୍ଥକ ଜୀବକୁ ଦେବୁନି ତାଙ୍କ ଏକାନ୍ତ ମାନବ ବାଦ୍ କଥାକୁ ଚରିତାର୍ଥ କରିବୁ
ଏହି କାର୍ଯ୍ୟକ୍ରମ ନେତୃତ୍ଵ ନେଉଥିବା ସନ୍ତୋଷ କୁମାର ପ୍ରଧାନ ଙ୍କ ଭାଷଣ ରେ ଅଭିଭୂତ ହୋଇ ମା ମାନେ ହୁଳ ହୁଳି ତଥା ଭାଇ ମାନଙ୍କ ହରିବୋଲ ରେ ଗ୍ରାମ ପ୍ରକମ୍ପିତ ହୋଇଥିଲା
ଆସନ୍ତା ଦିନରେ ପଞ୍ଚାୟତ ରେ ସମସ୍ତ ପଦବୀରେ ବିଜେପି ପ୍ରାଥୀଙ୍କୁ ବିଜୟୀ କରି ଦିନ୍ ଦୟାଲ୍ ଙ୍କ ଅଧୁରା ସ୍ବପ୍ନ କୁ ସାକାର କରିବାକୁ ମତ ପ୍ରକାଶ ହୋଇଥିଲା

ମଞ୍ଚରେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା
ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ବସନ୍ତ ପଟ୍ଟନାୟକ , ସ୍ନେହ ରଞ୍ଜନ ଦସ୍ ଜୟସିଂହ ,ଚନ୍ଦନ ଦସ , ବୃନ୍ଦାବନ ପ୍ରଧାନ ନେତୃତ ଉପସ୍ଥିତ ରହି ଦିନ ଦୟାଲ ଙ୍କ ଜୀବନୀ ସମ୍ଵନ୍ଧରେ ଆଲୋକ ପାତ୍ କରିଥିଲେ ମଞ୍ଚ ତଳେ ଅଶୋକ ଦାସ, ଅଶୋକ ଭଟ୍ଟ, ନିରଞ୍ଜର ନାୟକ, ଦେବେନ୍ଦ୍ର ପ୍ରଧାନ , ପ୍ରଫୁଲ୍ଲ ଖୁଣ୍ଟିଆ,ତ୍ରିନାଥ ସାହୁ, ବିଭୁ ପ୍ରସାଦ ପଟ୍ଟନାୟକ ଦେବାଶିଷ ମହାପାତ୍ର ପ୍ରମୁଖ ନେତୃତ୍ଵ ଉପସ୍ଥିତ ଥିଲେ ପ୍ରକାଶ ଜେନା ପ୍ରକାଶ ସ୍ୱାଇଁ ରାଜକିଶୋର ମହାନ୍ତି ଅମୂଲ୍ୟ ମହାନ୍ତି ସୁରେଶ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ